ଶ୍ରୀଜଗନ୍ନାଥ ଜ୍ଞାନକୋଷ (ପ୍ରଥମ ଭାଗ) ଓ ଦ୍ୱିତୀୟ ଭାଗ) : ଶ୍ରୀଜଗନ୍ନାଥ, ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ର ସମ୍ପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ବଳିତ ଗ୍ରନ୍ଥ ଶ୍ରୀଜଗନ୍ନାଥ ଜ୍ଞାନକୋଷ ପ୍ରଥମ ଭାଗ ଓ ଦ୍ୱିତୀୟ ଭାଗରେ ପ୍ରକାଶିତ। ଡକ୍ଟର ଭାସ୍କର ମିଶ୍ର ବହୁ ଗ୍ରନ୍ଥ ଅଧ୍ଯୟନ କରି, ବହୁ ଅନାଲୋଚିତ ଓ ଅପ୍ରକାଶିତ ତଥ୍ୟ ସମ୍ବନ୍ଧରେ ପ୍ରତ୍ୟକ୍ଷ ଜ୍ଞାନ ଲାଭକରି ଶ୍ରୀମନ୍ଦିରର ସବୁ ଶ୍ରେଣୀର ସେବକ, ପୂଜକ ଓ କର୍ମକର୍ତ୍ତାଙ୍କ ସନିୟଧୟ ଲାଭକରି ଉତ୍କୃଷ୍ଟ ପ୍ରାମାଣିକ ଗ୍ରନ୍ଥ ରଚନା କରିଛନ୍ତି। ଶ୍ରୀଜଗନ୍ନାଥ ସମ୍ବନ୍ଧୀୟ ପ୍ରାୟ ସମସ୍ତ ତଥ୍ୟ ଏହି ଗ୍ରନ୍ଥ ଦୁଇଟିରେ ଆଲୋଚିତ ହୋଇଛି.
Shree Jagannath Gyanakosha Part-1 by Dr. Bhaskar Mishra is a comprehensive Odia language encyclopedia dedicated to the profound knowledge and wisdom associated with Lord Jagannath. This first volume delves into the rich tapestry of the deity’s history, mythology, philosophy, and cultural significance.
Shree Jagannath Gyanakosha
Original price was: ₹950.00.₹808.00Current price is: ₹808.00.
2 in stock
Extra Features
- Premium Quality
- Satisfaction Guarantee
- Nation Wide Shipping
- Returns & Refund Eligible
Weight | 0.95 kg |
---|---|
Author Name | |
ISBN-13 | 978-9385342974 |
Edition | 0 |
Publisher |
1 review for Shree Jagannath Gyanakosha
Only logged in customers who have purchased this product may leave a review.
Bikash Mohapatra (verified owner) –
Fantastic Book On SriJagannath.. I love this Book . This is the book I have been looking for.. Detail on SriJagannath.. A true Masterpiece By Bhaskar Mishra .. Worth Buying .. I can’t express my happiness 😊 after reading this book 📖.