ଓଡ଼ିଆ ସାହିତ୍ୟର ଇତିହାସ (ସମ୍ପୂର୍ଣ୍ଣ ପ୍ରଶ୍ନୋ ର ଶୈଳୀରେ) : ଓଡ଼ିଆ ସାହିତ୍ୟର ଇତିହାସ ରଚନାର ମହାନ ପରମ୍ପରାରେ ସଦ୍ୟ ପ୍ରସ୍ତୁତ ଏହି ପୁସ୍ତକଟି ଏକ ନୂତନ ସଂଯୋଜନ। ସମ୍ପୂର୍ଣ୍ଣ ପ୍ରଶ୍ନୋ ର ଶୈଳୀରେ ପ୍ରସ୍ତୁତ ଏହି ପୁସ୍ତକରେ ଓଡ଼ିଆ ସାହିତ୍ୟରେ ସମ୍ପ୍ରତି ଦେଖାଦେଇଥିବା ଉତ୍ତର ଆଧୁନିକତା ବର୍ଗଟିକୁ ଦୃଷ୍ଟିଦେବା ସହିତ ଅତ୍ୟାଧୁନିକ ଲେଖକ ଲେଖିକାମାନଙ୍କୁ ମଧ୍ଯ ଆଲୋଚନା ପରିସରଭୁକ୍ତ କରାଯାଇଛି। ନୂତନ ଦୃଷ୍ଟିକୋଣରୁ ପ୍ରସ୍ତୁତ ଏହି ପୁସ୍ତକଟି ସାଧାରଣ ଭାବରେ ବିଭିନ୍ନ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେଉଥିବା ଛାତ୍ର-ଛାତ୍ରୀମାନଙ୍କ ଆବଶ୍ୟକତାକୁ ପୂରଣ କରିବ ନିଶ୍ଚୟ.
Odia Sahityara Itihasa (Sampurna Prasnouttar Shailire) by Dr. Rabinarayan Maharana is a comprehensive history of Odia literature presented in a question-answer format. This Odia book offers a concise and engaging exploration of Odia literary heritage.
Odia Sahityara Itihasa (Sampurna Prasnouttar Shailire)
Original price was: ₹550.00.₹495.00Current price is: ₹495.00.
5 in stock
Extra Features
- Premium Quality
- Satisfaction Guarantee
- Nation Wide Shipping
- Returns & Refund Eligible
| Weight | 0.864 kg |
|---|---|
| Author Name | |
| ISBN-13 | 978-8195379224 |
| Edition | 0 |
| Publisher |
1 review for Odia Sahityara Itihasa (Sampurna Prasnouttar Shailire)
Only logged in customers who have purchased this product may leave a review.













Mantu Naik (verified owner) –