Manoj Das
Manoj Das, a celebrated Indian author who wrote in both Odia and English, left a lasting mark on the literary landscape. He excelled not only in writing captivating novels like “Cyclones” and “A Tiger at Twilight,” but also in his Odia works, such as “Kabuliwala,” “Chha Mana Athabari,” and “Kalandi Charan.” His dedication to literature was recognized with prestigious awards such as the Padma Shri and Padma Bhusan, solidifying his position as a prominent figure in Indian literature.
ପଦ୍ମଶ୍ରୀ ମନୋଜ ଦାସ (୧୯୩୪-୨୦୨୧) କଥାକାର ଭାବରେ କେବଳ ଆନ୍ତର୍ଜାତିକ ପ୍ରସିଦ୍ଧି
ଲାଭକରି ନାହାନ୍ତି; ଜଣେ ସ୍ତ ̧କାର, ପ୍ରାବନ୍ଧିକ ଓ ରମ୍ୟରଚନାକାର ଭାବରେ ମଧ୍ଯ ବହୁ ସୁନାମର
ଅଧିକାରୀ ଓ ବହୁ ପୁରସ୍କାର ବିଜେତା ମଧ୍ଯ। ତାଙ୍କ ରଚନାବଳୀରେ ଅନ୍ତର୍ଜାତୀୟ ଦୃଷ୍ଟିଭଙ୍ଗୀ, ମାନବ
ଚରିତ୍ରର ସୂକ୍ଷ୍ମ ବିଶ୍ଳେଷଣ, ଆଧ୍ଯାତ୍ମିକ ଅନ୍ୱେଷା ଇତ୍ୟାଦିର ସଫଳ ପ୍ରତିଫଳନ ପାଠକକୁ ଅଭିଭୂତ
କରେ। ଅପୂର୍ବ କଥନଶୈଳୀ ଓ ବୈଚିତ୍ର୍ୟମୟ ଉପସ୍ଥାପନା ତାଙ୍କ ରଚନା ଶୈଳୀର ବିଶେଷ କଳା
ଯାହା ତାଙ୍କୁ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ରୂପେ ପରିଚୟ ଦେଇଛି। ନାଟକୀୟ ଉପସ୍ଥାପନା,
ସ୍ଵତବ ଗଦ୍ୟଶୈଳୀ, ସ୍ଵଭାବସୁଲଭ ଭାଷାରେ ସମୃଦ୍ଧ ତାଙ୍କ ଉପନ୍ୟାସ। ମନଛୁଅଁା କଥାବସ୍ତୁ, ବ୍ୟା ̄
ଅନୁଭୂତି, ଅନନ୍ୟ ଜୀବନଦୃଷ୍ଟି ଓ ଗଭୀର ଆଶାବାଦ ତାଙ୍କ କଥା ସାହିତ୍ୟର ଭାବବିନ୍ଦୁ। ଓଡ଼ିଆ
ସାହିତ୍ୟକୁ ଅତୁଳନୀୟ ଦାନର ସ୍ଵୀକୃତି ସ୍ଵରୂପ ସେ ୨୦୦୭ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା
ପ୍ରଦ ସ୧ାନଜନକ ‘ଅତିବଡ଼ୀ ଜଗନ୍ନାଥ ଦାସ’ ପୁରସ୍କାର ପ୍ରା ̄। ଏହା ବ୍ୟତୀତ ସ୧ାନଜନକ
ସରସ୍ଵତୀ ସ୧ାନ (୨୦୦୬)ରେ ଭୂଷିତ। ସେ ଜଣେ ଶିଶୁ ସାହିତ୍ୟିକ ମଧ୍ଯ। ଶିଶୁ ଉପଯୋଗୀ
ସରଳ ଭାଷା ଓ ପରିଛ୍ଛନ୍ନ ପ୍ରକାଶଭଙ୍ଗୀରେ ରଚିତ ତାଙ୍କର ଶିଶୁ ରଚନାଗୁଡ଼ିକ ନୀତିଶିକ୍ଷା ଓ ଆଦର୍ଶରେ
ପୂର୍ଣ୍ଣଗର୍ଭା।
ସାμ୍ରତିକ କାଳର ଜଣେ ବିଶିଷ୍ଟ ଭ୍ରମଣ ସାହିତ୍ୟକାର। ତାଙ୍କଦ୍ୱାରା ରଚିତ– ‘ଇଣ୍ଡୋନେସିଆ
ଅନୁଭୂତି’, ‘ଦୂରଦୂରାନ୍ତ’, ‘ଅନ୍ତରଙ୍ଗ ଭାରତ’, ‘ଅଦୂର ବିଦେଶ’, ‘ଅଜଣାର ଅନ୍ୱେଷଣେ’,
‘ଦୂରଦେଶର କାହାଣୀ’, ‘ଆଲୋକ ଓ ଆନନ୍ଦର କାହାଣୀ’, ‘ଅମର ସାହିତ୍ୟ’, ‘କନକ ଉପତ୍ୟକାର
କାହାଣୀ’, ‘ବୁଲ୍ଡେ଼ାଜର୍ସ’, ‘ପ୍ରର୍ବନ’, ‘ଗୋଧୂଳିର ଦାଗ’, ‘ଅମୃତ ଫଳ’, ‘ଆକାର ଇସାରା’,
‘ଚନ୍ଦ୍ରାଲୋକର ପ୍ରହରୀ’, ‘ସମୁଦ୍ରର କ୍ଷୁଧା’, ‘ଜୀବନର ସ୍ଵାଦ’, ‘ବିଷଶକନ୍ୟାର କାହାଣୀ’,
‘ଆରଣ୍ୟକ’, ‘ଧୂମ୍ରାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ’, ‘ଆବୁ ପୁରୁଷ ଓ ଅନ୍ୟାନ୍ୟ କାହାଣୀ’,
‘ଲକ୍ଷ୍ମୀର ଅଭିସାର’, ‘ମନୋଜ ପବିଂଶତି’, ‘ଶେଷ ବସନ୍ତର ଚିଠି’, ‘ମନୋଜ ଦାସଙ୍କ କଥା ଓ
କାହାଣୀ’, ‘ଭିନ୍ନ ମଣିଷ ଓ ଅନ୍ୟାନ୍ୟ କାହାଣୀ’, ‘ଅବୋଲକରା କାହାଣୀ’, ‘ସମୁଦ୍ରକୂଳର ଏକ
ଗ୍ରାମ’, ‘ଅରଣ୍ୟ ଉଲ୍ଲାସ’, ‘ଚତୁର୍ଥ ବନ୍ଧୁ ଓ ଅନ୍ୟାନ୍ୟ କାହାଣୀ’। ‘ଉପକଥା ଶତକ’,
‘ପ୍ରଜ୍ଞା ପ୍ରଦୀପିକା’, ‘କେତେ ଦିଗନ୍ତ’, ‘ବିପୁଳାଚ ପୃଥ୍ୱୀ’, ‘ସନ୍ଧାନ ଓ ସଂକେତ’, ‘ସତ୍ୟ-ଅସତ୍ୟ
ଓ ଅନ୍ୟାନ୍ୟ ପ୍ରସଙ୍ଗ’, ‘ସ୍ନୃତିର ପ୍ରଦୀପ’, ‘ମହାକାଳର ପ୍ରହେଳିକା ଓ ଅନ୍ୟାନ୍ୟ ପ୍ରବନ୍ଧ’ ଇତ୍ୟାଦି
କୃତିର ସ୍ରଷ୍ଟା ଓଡ଼ିଆ ଭାଷାରେ ଜଣେ ପରିଚିତ ଓ ବହୁ ଆଦୃତ ବ୍ୟକ୍ତି।
-
-10% Jignasara Digdiganta
Original price was: ₹180.00.₹162.00Current price is: ₹162.00. -
-15% Kanaka Upatyakara Kahani
Original price was: ₹125.00.₹106.00Current price is: ₹106.00. -
-10% Sesha Tantrikara Sandhanare
Original price was: ₹470.00.₹423.00Current price is: ₹423.00. -
-10% Subarna Kalasa
Original price was: ₹250.00.₹225.00Current price is: ₹225.00.