ଯକ୍ଷପ୍ରଶ୍ନଃ : ମହର୍ଷି ବେଦବ୍ୟାସ ରଚିତ ମହାଭାରତ ବାସ୍ତବରେ ଭାରତବର୍ଷର ଧର୍ମ ତଥା ଦର୍ଶନର ଏକ ଦର୍ପଣ ସଦୃଶ। ସାହିତ୍ୟ-ଇତିହାସ-ଧର୍ମ-ଦର୍ଶନ ଇତ୍ୟାଦି ବିଦ୍ୟା ସକଳର ସମ୍ବଳିତ ରୂପ ଧାରଣ କରି ମହାଭାରତ ମହାକାବ୍ୟ ରୂପେ ମାନବଜାତିକୁ ଉପଦେଶ ଦେଇ ଆସୁଅଛି। ମହାଭାରତର ବନପର୍ବସ୍ତିତ ଆରଣେୟ ଭାଗର ତ୍ରିଶତ-ତ୍ରୟୋଦଶ ଅଧ୍ଯାୟରେ ଯକ୍ଷପ୍ରଶ୍ନ ସ୍ଥାନିତ। ଯକ୍ଷପ୍ରଶ୍ନଃର ପ୍ରଶ୍ନଗୁଡିକ ପ୍ରହେଳିକା ସଦୃଶ ଓ ସ୍ଥଳବିଶେଷରେ ଦୁର୍ବୋଧ୍ଯ। ଏହାର ଶ୍ଳୋକଗୁଡିକ ଗଭୀର ଅନ୍ତର୍ଦୃଷ୍ଟିସମ୍ପନ୍ନ ନୈତିକ ମୂଲ୍ୟବୋଧ ଓ ଆଦର୍ଶରେ ଅନୁରଞ୍ଜିତ। ଏହି ପୁସ୍ତକରେ ସଂସ୍କୃତ ଶ୍ଳୋକର ଓଡ଼ିଆ ଏବଂ ଇଂରାଜୀ ରେ ଅନୁବାଦ କରାଯାଇଛି।
YAKSHAPRASNAH by Dr.Nirmal Sunder Mishra is a historical fiction novel set in ancient India. The story revolves around the life of Yudhishthira, the eldest Pandava brother, and his journey to find answers to the profound questions of life and death. The novel delves into the philosophical and spiritual dimensions of the Mahabharata, exploring themes of dharma, karma, and the afterlife.
YAKSHAPRASNAH
Original price was: ₹125.00.₹106.00Current price is: ₹106.00.
5 in stock
Extra Features
- Premium Quality
- Satisfaction Guarantee
- Nation Wide Shipping
- Returns & Refund Eligible
Weight | 0.247 kg |
---|---|
Author Name | |
ISBN-13 | 978-9385342783 |
Publisher |
Only logged in customers who have purchased this product may leave a review.
Reviews
There are no reviews yet.