ଉପନିଷଦ୍ ପ୍ରଥମ ଭାଗ : ଭାରତର ପ୍ରତ୍ୟେକ ଉପନିଷଦ୍ ସନାତନ ଧର୍ମର ପ୍ରତିଷ୍ଠାତା ବିଭିନ୍ନ ସିଦ୍ଧ ମୁନିଋଷିଙ୍କ ଅମରବାଣୀ। ଉପନିଷଦ୍ ଉପରେ ବହୁତ ଟୀକା, ଟିପ୍ପଣୀ ଅଛି ଓ ବହୁ ସମ୍ପ୍ରଦାୟର ଆଚାର୍ଯ୍ୟମାନେ ଉପନିଷଦ୍ ଆଲୋଚନା ପ୍ରସ୍ତୁତ କରିଛନ୍ତି। ଏହି ପ୍ରଥମ ଭାଗରେ ସାଧାରଣ ଲୋକଙ୍କର ବୋଧଗମ୍ୟ ହେବାଭଳି ସରଳ ଭାବରେ ଈଶାନାସ୍ୟ, କଠୋପନିଷଦ୍, କେନୋପନିଷଦ୍, ଐତରେୟ, ତୈତ୍ତିରୀୟ, ମଣ୍ଡୁକ୍ୟୋପନିଷଦ୍, ପ୍ରଶ୍ନୋପନିଷଦ୍। ମୁଣ୍ଡକ ଓ ଶ୍ୱେତାଶ୍ୱେତର ଉପନିଷଦ୍ ଗୁଡିକର ସଂସ୍କୃତ ମନ୍ତ୍ର ସହିତ ଏହାର ଶବ୍ଦାର୍ଥ, ଆକ୍ଷରିକ ଅର୍ଥ, ଦାର୍ଶନିକ ଅର୍ଥ ସହିତ ବିସ୍ତୃତ ଆଲୋଚନା କରାଯାଇଛି
Upanisad (Shbdartha O Bistrut Alochana) Part-1
Original price was: ₹825.00.₹701.00Current price is: ₹701.00.
Out of stock
Extra Features
- Premium Quality
- Satisfaction Guarantee
- Nation Wide Shipping
- Returns & Refund Eligible
Weight | 0.905 kg |
---|---|
Author Name | |
ISBN-13 | 978-9382550488 |
Edition | 0 |
Publisher |
Only logged in customers who have purchased this product may leave a review.
Reviews
There are no reviews yet.