Ulvapari

(5 customer reviews)

Original price was: ₹299.00.Current price is: ₹254.00.

4 in stock

SKU: BK 0239994 Category:
Secure Payment Options
Extra Features
  • Premium Quality
  • Satisfaction Guarantee
  • Nation Wide Shipping
  • Returns & Refund Eligible

Ulvapari(ଉଲଭାପରୀ) by Siba Sundar
ଯେମିତି କେହି ଜଣେ ଟାଣୁଛି ତାକୁ ଚିଲିକାର ଗଭୀରତା ଭିତରକୁ । ଅଣନିଶ୍ୱାସୀ ହେବାରେ ଲାଗିଛି ଆୟୁଷ । ଯେତିକି ବୁଡୁଛି ସେତିକି ହିଁ ଉପରକୁ ଉଠୁଛି ତାର ଚେତନା । ପାଶ୍ୟାବିନୀ ଗୋଟିଏ ବହି ନୁହେଁତ ବରଂ ଗୋଟିଏ ସତ୍ତା , ଯାହାର ପ୍ରତ୍ୟେକ ପୃଷ୍ଠାରେ ଭରି ରହିଛି ଅନନ୍ତ ଜୀବନ ହେଲେ ତାର ଶବ୍ଦର ମାୟାକୁ ଭେଦିବାର ସାମର୍ଥ୍ୟ ଅଛିତ ? ଭୟର ଭସାବାଦଲକୁ ଡାକି ଆଣି ଭିଜିବାକୁ ରାଜି ତ ? ତେବେ ଆସ ବସ ଏଇ ଡଙ୍ଗାରେ
ଏମିତି ଏକ ଡଙ୍ଗା ଯାହାର ତଲେଇ କେବେଠୁ ଛିଣ୍ଡି ସାରିଲାଣି । ପବନକୁ ଧରିବାକୁ ତାର ଡେଣା ଅକ୍ଷମ ହେଲେ ସମୟକୁ ଜାବୁଡ଼ି ଧରି ଭଉଁରୀ ଭିତରକୁ ପଶିଯିବାରେ ସେ ବିଳମ୍ବ କରେନି । ଗୋଟିଏ ଜାଲ ଯେଉଁଥିରେ ଧରା ଦିଅନ୍ତିନି ମାଛ ବରଂ ପ୍ରାରବ୍ଧରେ ଛନ୍ଦିହେଇ ଡଙ୍ଗାର ଦିଗକୁ ଝଡ଼ ଆଡ଼କୁ ଟାଣିନିଏ । ବସି ପାରିବେ ? ସେଇ ତାଳଗଛ ଉଞ୍ଚା ଢେଉକୁ ସାମ୍ନା କରିପାରିବେ ? ଯଦି ବଞ୍ଚି ଯାଆନ୍ତି ତେବେ ମନରେ ପାଳିବେନିତ ଉଦ୍ଧପା ଉପନ୍ନାର ଭ୍ରମ ?
ଉଦ୍ଧପା ଉପନ୍ନା ଯାହାକୁ କେନ୍ଦ୍ରକରି ଘୁରିବୁଲେ ସମୟ । ଯାହାର ପ୍ରଭାବରେ ବୁଝିହୁଏନି ବାସ୍ତବ ମୃତ୍ୟୁ ଏବଂ ଅବାସ୍ତବ ଜୀବନର ଭ୍ରମ । ଏମିତି ଏକ ପ୍ରହେଳିକା ଯାହାକୁ ମରିମରି ଜୀଇଁବାକୁ ହୁଏ । ଡ଼ାକ ବଙ୍ଗଳାରୁ ରାଜସ୍ଥାନ ପର୍ଯ୍ୟନ୍ତ , ଚିଲିକାର ଲୁଣି ମାଛଠାରୁ ମଣିଷ ହାଡ଼ର ସୁପ୍ ପର୍ଯ୍ୟନ୍ତ , ବେଳାଭୂମି ଠାରୁ ଚୋରାବାଲି ପର୍ଯ୍ୟନ୍ତ ସମସ୍ତେ ଗିଳିଯିବାକୁ ଚାହାନ୍ତି ଜୀବନର ଅସ୍ତିତ୍ୱ । ପ୍ରତ୍ୟେକ ପୃଷ୍ଠାରେ ମୃତ୍ୟୁ ଆଉ ପର ପୃଷ୍ଠାରେ ଜୀବନର ଆଶା । ବସିବାକୁ ଚାହାନ୍ତି ଏଇ ଦୋଳିରେ ? ଝୁଲିବାକୁ ଚାହାନ୍ତି ସମୟରେ ?
ପଢନ୍ତୁ ଉଲଭାପରୀ Horror_Based_Philosophical_Mystery

Weight 0.240 kg
Author Name

ISBN-13

978-9354260643

Publisher

5 reviews for Ulvapari

  1. Smrutismaranika Pani (verified owner)

  2. Kedarnath barik (verified owner)

  3. Priyanka Priyadarsini (verified owner)

  4. Bichitrananda Rout (verified owner)

  5. Ipsita (verified owner)

    itz a master piece book with love,suspense,horror content…love to read it

Only logged in customers who have purchased this product may leave a review.

error: Content is protected !!