Tathagatara Patha

(1 customer review)

Original price was: ₹395.00.Current price is: ₹336.00.

19 in stock

SKU: BK 0100428 Category:
Secure Payment Options
Extra Features
  • Premium Quality
  • Satisfaction Guarantee
  • Nation Wide Shipping
  • Returns & Refund Eligible

ତଥାଗତର ପଥ : ମନୋଜ କୁମାର ମହାପାତ୍ରଙ୍କ ଦ୍ୱାରା ରଚିତ ‘ନିର୍ବାଣ’ ପୁସ୍ତକଟି ଗୌତମ ବୁଦ୍ଧଙ୍କ ଜୀବନୀ ଆଧାରିତ ଉପନ୍ୟାସ। ପ୍ରସ୍ତୁତ ପୁସ୍ତକଟି ବୁଦ୍ଧଙ୍କର ଦର୍ଶନ ଉପରେ ଆଧାରିତ। ବୁଦ୍ଧଙ୍କର ଦର୍ଶନ ଓ ତତ୍ତ୍ୱ ବିଶାଳ ଓ ଅପରିମେୟ। ବୁଦ୍ଧଙ୍କ ଦର୍ଶନରେ ଭାରତର ଧାର୍ମିକ ଓ ଆଧ୍ଯାତ୍ମିକ ଜ୍ଞାନ ଓ ଚେତନା ବହୁ ଭାବରେ ପ୍ରଭାବିତ। ଈଶ୍ୱର ଓ ଆତ୍ମା, ଅସ୍ତିତ୍ୱ ଓ ଅନସ୍ତିତ୍ୱ, ନଶ୍ୱର ଓ ଅବିନଶ୍ୱର, ସ୍ଵର୍ଗ ଓ ନର୍କ, ଆସ୍ତିକତା ଓ ନାସ୍ତିକତା ଇତ୍ୟାଦିକୁ ବୁଦ୍ଧଙ୍କ ଦର୍ଶନ ମାଧ୍ଯମରେ ସ୍ପଷ୍ଟ ହୃଦୟଙ୍ଗମ କରିହୁଏ। ବୁଦ୍ଧଙ୍କର ଶିକ୍ଷା, ତତ୍ତ୍ୱ, ସିଦ୍ଧାନ୍ତ, ଚରିତ୍ର, ଦର୍ଶନ ଇତ୍ୟାଦିକୁ ସାଧାରଣ ପାଠକ ବୁଝିବା ପାଇଁ ସରଳ ଭାଷାରେ ଉପସ୍ଥାପନା କରାଯାଇଛି ଏହି ପୁସ୍ତକରେ।

Weight 0.384 kg
Author Name

ISBN-13

978-9382550846

Edition

0

Publisher

1 review for Tathagatara Patha

  1. Rakesh Das

Only logged in customers who have purchased this product may leave a review.

error: Content is protected !!