ତଥାଗତର ପଥ : ମନୋଜ କୁମାର ମହାପାତ୍ରଙ୍କ ଦ୍ୱାରା ରଚିତ ‘ନିର୍ବାଣ’ ପୁସ୍ତକଟି ଗୌତମ ବୁଦ୍ଧଙ୍କ ଜୀବନୀ ଆଧାରିତ ଉପନ୍ୟାସ। ପ୍ରସ୍ତୁତ ପୁସ୍ତକଟି ବୁଦ୍ଧଙ୍କର ଦର୍ଶନ ଉପରେ ଆଧାରିତ। ବୁଦ୍ଧଙ୍କର ଦର୍ଶନ ଓ ତତ୍ତ୍ୱ ବିଶାଳ ଓ ଅପରିମେୟ। ବୁଦ୍ଧଙ୍କ ଦର୍ଶନରେ ଭାରତର ଧାର୍ମିକ ଓ ଆଧ୍ଯାତ୍ମିକ ଜ୍ଞାନ ଓ ଚେତନା ବହୁ ଭାବରେ ପ୍ରଭାବିତ। ଈଶ୍ୱର ଓ ଆତ୍ମା, ଅସ୍ତିତ୍ୱ ଓ ଅନସ୍ତିତ୍ୱ, ନଶ୍ୱର ଓ ଅବିନଶ୍ୱର, ସ୍ଵର୍ଗ ଓ ନର୍କ, ଆସ୍ତିକତା ଓ ନାସ୍ତିକତା ଇତ୍ୟାଦିକୁ ବୁଦ୍ଧଙ୍କ ଦର୍ଶନ ମାଧ୍ଯମରେ ସ୍ପଷ୍ଟ ହୃଦୟଙ୍ଗମ କରିହୁଏ। ବୁଦ୍ଧଙ୍କର ଶିକ୍ଷା, ତତ୍ତ୍ୱ, ସିଦ୍ଧାନ୍ତ, ଚରିତ୍ର, ଦର୍ଶନ ଇତ୍ୟାଦିକୁ ସାଧାରଣ ପାଠକ ବୁଝିବା ପାଇଁ ସରଳ ଭାଷାରେ ଉପସ୍ଥାପନା କରାଯାଇଛି ଏହି ପୁସ୍ତକରେ।
Tathagatara Patha
Original price was: ₹376.00.₹320.00Current price is: ₹320.00.
Out of stock
Extra Features
- Premium Quality
- Satisfaction Guarantee
- Nation Wide Shipping
- Returns & Refund Eligible
Weight | 0.384 kg |
---|---|
Author Name | |
ISBN-13 | 978-9382550846 |
Edition | 0 |
Publisher |
Only logged in customers who have purchased this product may leave a review.
Reviews
There are no reviews yet.