ସେଇ ପଥ ସେଇ ଆକାଶ : ଭିଏତ୍ନାମ୍ବାସୀ ବୌଦ୍ଧ ସନ୍ୟାସୀ, ଭଜନ ମାଷ୍ଟର, ଶାନ୍ତିର ପ୍ରବକ୍ତା ଥିଚ୍ନ୍ୟାତ୍ହାନଙ୍କ ଦ୍ୱାରା ଲିଖିତ ଗୌତମ ବୁଦ୍ଧଙ୍କ ଜୀବନୀ ସେଇ ପଥ ସେଇ ଆକାଶ ଗୋଟିଏ ଅମୂଲ୍ୟ ପୁସ୍ତକ। ଲେଖକ ସରଳ ସୁନ୍ଦର ଶୈଳୀରେ ଏ ପୁସ୍ତକ ଅଶୀ ବର୍ଷ ବ୍ୟାପି ବୁଦ୍ଧଙ୍କ ଜୀବନ ଓ ସାଧନାକୁ ପାଠକମାନଙ୍କ ପାଖରେ ରଖିଛନ୍ତି। ବୁଦ୍ଧଙ୍କ ଜୀବନକୁ ସଜାଇବା ପାଇଁ ବିଭିନ୍ନ ସୂତ୍ରମାନଙ୍କରେ ଥିବା ଅଲୌକିକ ଘଟଣାକୁ ବାଦ୍ଦେଇ ତାଙ୍କ ଜୀବନରେ ସମ୍ମୁଖୀନ ହୋଇଥିବା ଅନେକ ବିରୋଧ ଓ ଅସୁବିଧା ଭୋଗିଛନ୍ତି, ସେ ବିଷୟକୁ ଲେଖକ ଅନ୍ତର୍ଭୁକ୍ତ କରିଛନ୍ତି।
Sei Patha Sei Akash by Thich Nhat Hanh offers a practical guide to cultivating presence and peace in daily life. This timeless work explores mindfulness meditation and its transformative power.
Sei Patha Sei Akash
Original price was: ₹495.00.₹421.00Current price is: ₹421.00.
5 in stock
Extra Features
- Premium Quality
- Satisfaction Guarantee
- Nation Wide Shipping
- Returns & Refund Eligible
| Weight | 0.575 kg |
|---|---|
| Author Name | |
| ISBN-13 | 978-9385342431 |
| Edition | 0 |
| Publisher |
Only logged in customers who have purchased this product may leave a review.











Reviews
There are no reviews yet.