Sampurna Chanakaya Neeti

(1 customer review)

Original price was: ₹335.00.Current price is: ₹284.00.

5 in stock

SKU: BK 0098792 Category:
Secure Payment Options
Extra Features
  • Premium Quality
  • Satisfaction Guarantee
  • Nation Wide Shipping
  • Returns & Refund Eligible

ସମ୍ପୂର୍ଣ୍ଣ ଚାଣକ୍ୟ ନୀତି : ଆଚାର୍ଯ୍ୟ ଚାଣକ୍ୟଙ୍କର ବହୁବିଧ ରଚନାମାନଙ୍କ ମଧ୍ଯରେ ସମାଜରେ ସମସ୍ତଙ୍କ ପାଇଁ ଉପଦେଶାବଳୀ ହେଉଛି ‘ଚାଣକ୍ୟ ନୀତି’। ସର୍ବସାଧାରଣଙ୍କର ଜ୍ଞାନାର୍ଥେ ଅଢେ଼ଇ ହଜାର ବର୍ଷ ପୂର୍ବେ ରଚିତ ଏହି ନୀତିଶାସ୍ତ୍ର ଅଧୁନା ଯୁଗରେ ମଧ୍ଯ ତାପିର୍ଯ୍ୟପୂର୍ଣ୍ଣ ହୋଇଥିବାରୁ ଏହା ସର୍ବଜନପି୍ରୟ। ସମ୍ପୂର୍ଣ୍ଣ ଚାଣକ୍ୟ ନୀତି ଶାସ୍ତ୍ରରେ କେତୋଟି ଶ୍ଳୋକ ଥିଲା ତାହାର କୌଣସି ପ୍ରାମାଣିକ ତଥ୍ୟ ନାହିଁ। ନାନା ଭାଷାରେ ପ୍ରକାଶିତ ଚାଣକ୍ୟ ନୀତି ପୁସ୍ତକରୁ ଚାରିଶହରୁ ଊର୍ଦ୍ଧ୍ୱ ଶ୍ଳୋକ ସଂଗ୍ରହ କରି ଏହି ପୁସ୍ତକରେ ଅନୁବାଦ ଓ ଆଲୋଚନା ସହିତ ଏକୋଇଶ ଅଧ୍ଯାୟରେ ପ୍ରକାଶିତ ହୋଇଛି.
Sampurna Chanakaya Neeti by Manoranjan Addya Dash offers a comprehensive exploration of the timeless wisdom of Chanakya. This self-improvement guide delves deep into the ancient philosopher’s principles of statecraft, diplomacy, and personal conduct, providing practical insights for modern readers to navigate life’s challenges and achieve success.

Weight 0.41 kg
Author Name

ISBN-13

978-9382550143

Edition

5

Publisher

1 review for Sampurna Chanakaya Neeti

  1. Maheswar B. (verified owner)

Only logged in customers who have purchased this product may leave a review.