Prayogika Bhasa O Srujan Kriya

Original price was: ₹575.00.Current price is: ₹518.00.

Out of stock

SKU: BK 0249194 Category:
Secure Payment Options
Extra Features
  • Premium Quality
  • Satisfaction Guarantee
  • Nation Wide Shipping
  • Returns & Refund Eligible

ପ୍ରାୟୋଗିକ ଭାଷା ଓ ସୃଜନ କ୍ରିୟା : ସାହିତ୍ୟର ସଂଜ୍ଞା, ସ୍ଵରୂପ, ଗଠନରୀତି, ପ୍ରକାରଭେଦ, ପୃଷ୍ଠଭୂମି ଓ ପରମ୍ପରାକୁ ଆଧାରକରି ଭାଷା ସାହିତ୍ୟ କ୍ଷେତ୍ରରେ ବିଦ୍ୟାର୍ଥୀଙ୍କୁ ଦକ୍ଷ କରାଯିବାର ଉଦ୍ଦେଶ୍ୟରେ ଏହି ପୁସ୍ତକଟି ରଚିତ। ସାହିତ୍ୟ ଅଧ୍ଯୟନ ଜରିଆରେ ବିଦ୍ୟାର୍ଥୀଙ୍କୁ ସର୍ଜନକ୍ଷମ କରିବା ଏବଂ ସାହିତ୍ୟରେ ଶିକ୍ଷାଲାଭ କରି କବି, ନାଟ୍ୟକାର, କଳାକାର କିମ୍ବା ପ୍ରାବନ୍ଧିକ ହେବାର ଯୋଗ୍ୟତା ଅର୍ଜନ କରିବାର ଦକ୍ଷତା ହାସଲ କରିବା ବ୍ୟତୀତ ବର୍ତ୍ତମାନ ଯୁଗୋପଯୋଗୀ ଗଣମାଧ୍ଯମରେ ନିଜକୁ ଉପଯୋଗୀ କରିପାରିବା, ସମ୍ପାଦନାଠାରୁ ଆରମ୍ଭକରି ସାମ୍ବାଦିକତା, ଉଦ୍ଘୋଷଣା, ସାହିତ୍ୟିକ ଗବେଷଣା ପ୍ରଭୃତି କ୍ଷେତ୍ରରେ ନିଜର ସାମର୍ଥ୍ୟ ପ୍ରତିପାଦନ କରିବାର କୌଶଳ ଶିକ୍ଷା କରିବା ଏହି ପୁସ୍ତକର ଉଦ୍ଦେଶ୍ୟ.
Prayogika Bhasa O Srujan Kriya by Dr. Benudhar Padhi is likely a book that explores the relationship between language and creative expression. It probably delves into the practical application of language in creative processes, such as writing, poetry, and drama. The book might also discuss the role of language in shaping thoughts and ideas.

Weight 0.68 kg
Author Name

ISBN-13

978-8195280414

Edition

1

Publisher

Reviews

There are no reviews yet.

Only logged in customers who have purchased this product may leave a review.

error: Content is protected !!