Prathama Prema

(1 customer review)

Original price was: ₹180.00.Current price is: ₹153.00.

2 in stock

SKU: BK 0236385 Category:
Secure Payment Options
Extra Features
  • Premium Quality
  • Satisfaction Guarantee
  • Nation Wide Shipping
  • Returns & Refund Eligible

“ପ୍ରଥମ ପ୍ରେମ ” ପୁସ୍ତକଟି ‘ ପ୍ରେମ ଓ ପୃଥିବୀ ‘, ‘ ପ୍ରିୟ ବାନ୍ଧବୀ’ ଏବଂ ‘ ପରପୁରୁଷ ‘ – ପ୍ରଖ୍ୟାତ ଔପନ୍ୟାସିକ ବିଭୂତି ପଟ୍ଟନାୟକଙ୍କର ତିନୋଟି ଅସାମାନ୍ୟ ପ୍ରେମୋପନ୍ୟାସ। ଆକାରରେ କ୍ଷୁଦ୍ର ହେଲେ ମଧ୍ୟ ଏହାର ଆବେଦନ ଗଭୀର ଏବଂ ଅନ୍ତର୍ଭେଦୀ। ଅନ୍ଧକାରରେ ଫୁଟି ମହକୁଥିବା ଫୁଲର ବାସ୍ନା ଭଳି ଏ ଉପନ୍ୟାସ – ତ୍ରୟ ଦୀର୍ଘଦିନ ଧରି ପାଠକମାନଙ୍କ ମନକୁ ଉଚ୍ଚକିତ ଏବଂ ହୃଦୟକୁ ଆଲୋଡ଼ିତ କରି ଆସିଛି । ଲେଖକ ଜୀବନର ପ୍ରଥମ ଦିନର ଏହି ଉପନ୍ୟାସ ତିନୋଟିକୁ ‘ ପ୍ରଥମ ପ୍ରେମ ‘ ନାମରେ ପ୍ରଥମ ଏକତ୍ର ପ୍ରକାଶ କରା ଯାଉଛି।

Prathama Prema by Bibhuti Pattnaik is a captivating Odia novel that delves into the complexities of love, exploring the nuances of first love and its enduring impact on individuals. It likely portrays the journey of young hearts as they navigate emotions and experiences.

Weight0.280 kg
Author Name

ISBN-13

BK 0236385

Edition

0

Publisher

1 review for Prathama Prema

  1. Prashanta kumar Sahoo (verified owner)

    Good book. Timely delivery to my home within 2 days.

Add a review

Your email address will not be published. Required fields are marked *

error: Content is protected !!