Odia Sahityare Rajanaitika Chetana by Dr. Sulochana Das is a critical analysis of political consciousness in Odia literature. The book likely explores how political ideas, ideologies, and social movements have influenced Odia writers and their works, examining the interplay between literature and society.
ଓଡ଼ିଆ ସାହିତ୍ୟରେ ରାଜନୈତିକ ଚେତନା : ଓଡ଼ିଆ ସାହିତ୍ୟରେ ରାଜନୈତିକ ଚେତନାର ସତ୍ତା ଓ ସ୍ଵରୂପ ଅବଧାରଣା କରିବାର ବହୁବିଧ ପ୍ରଚେଷ୍ଟା କରାଯାଇଛି ଏହି ପୁସ୍ତକରେ। ଭାରତୀୟ ଜୀବନରେ ରାଜନୈତିକ ଚେତନାର ସ୍ତିତି ଓ ବ୍ୟାପ୍ତି ସମ୍ପର୍କରେ ଦିଗ୍ଦର୍ଶନ, ପାଶ୍ଚାତ୍ୟ ଜଗତରେ ଏହାର ଉଭୁବ ଓ ବିକାଶ ଏବଂ ଓଡ଼ିଆ ଜାତୀୟତାବାଦୀ ଆନ୍ଦୋଳନ, ଏହାର ପ୍ରଭାବ ଓ ବିକାଶକ୍ରମ, କାବ୍ୟକବିତା, ଗଦ୍ୟ, କଥାସାହିତ୍ୟ, ନାଟ୍ୟ ସାହିତ୍ୟରେ ରାଜନୈତିକ ସ୍ଵରୂପ ସମ୍ପର୍କରେ ଆଲୋଚନା କରାଯାଇଛି.
Odia Sahityare Rajanaitika Chetana
Original price was: ₹750.00.₹675.00Current price is: ₹675.00.
5 in stock
Extra Features
- Premium Quality
- Satisfaction Guarantee
- Nation Wide Shipping
- Returns & Refund Eligible
| Weight | 0.76 kg |
|---|---|
| Author Name | |
| ISBN-13 | 978-8195280476 |
| Edition | 2 |
| Publisher |
Only logged in customers who have purchased this product may leave a review.











Reviews
There are no reviews yet.