Odia Byakarana – Kalana (Pratham Bhag)

Original price was: ₹595.00.Current price is: ₹506.00.

Out of stock

SKU: BK 0262960 Category:
Secure Payment Options
Extra Features
  • Premium Quality
  • Satisfaction Guarantee
  • Nation Wide Shipping
  • Returns & Refund Eligible

ଓଡ଼ିଆ ବ୍ୟାକରଣ (କଳନା ପ୍ରଥମ ଭାଗ) : ଓଡ଼ିଶାରେ ପ୍ରଚଳିତ ଓଡ଼ିଆ ଭାଷାର ସାରଗର୍ଭକ ବିଶେଷତ୍ୱ ଏହି ପୁସ୍ତକଟି। ଏଥିରେ ଓଡ଼ିଆ ଧ୍ୱନି ବର୍ଣ୍ଣ-ଶବ୍ଦ ସମ୍ପର୍କରେ ଧାରଣା ସହିତ ଶବ୍ଦରେ ବାର୍ଣ୍ଣିକ ବିତରଣ ଦିଆଯାଇଛି। ବ୍ୟବହୃତ ବିଶେଷ୍ୟ, ବିଶେଷଣ, ସର୍ବନାମ, ଅବ୍ୟୟ ଓ କ୍ରିୟାର ପ୍ରଚଳିତ ବିଧାନ ସମ୍ବନ୍ଧରେ ଦୃଷ୍ଟାନ୍ତମୂଳକ ଆକଳନ ସହିତ ବିଭକ୍ତି, ପ୍ରତ୍ୟୟ ଓ ସାର୍ଗିକ ବିନ୍ୟାସର ଉତ୍ସ ଓ ବୈଶିଷ୍ଟ୍ୟ ନିର୍ଦ୍ଧାରଣ ତରିକା ପ୍ରଦର୍ଶିତ। ଏହାବାଦ ଓଡ଼ିଆ ଭାଷାରେ ବ୍ୟବହାର କରାଯାଇଥିବା ଭାବ ବିନିମୟାତ୍ମକ ଶବ୍ଦ, ପଦ ଗଠନର ବିଧାନ ଓ ପ୍ରୟୋଗ ସୂତ୍ର ଦର୍ଶାଯାଇଛି.

Weight1.02 kg
Author Name

ISBN-13

978-8195942770

Edition

0

Publisher

Reviews

There are no reviews yet.

Only logged in customers who have purchased this product may leave a review.

error: Content is protected !!