ମହାପୁରୁଷଙ୍କ ଜୀବନୀ : ଭାରତବର୍ଷର ଧର୍ମ ବୋଲି କୌଣସି ଏକ ନିର୍ଦ୍ଦିଷ୍ଟ ଆନୁଷ୍ଠାନିକ ଧର୍ମ ନାହିଁ। ନାହାନ୍ତି ବି ଧର୍ମଯାଜକ। ଜଣେ ଅବତାର, ଜଣେ ଈଶ୍ୱରଙ୍କ ପୁତ୍ର ଏବଂ ଜଣେ ଈଶ୍ୱର ପ୍ରେରିତ ଦେବଦୂତ । ଯାହା ବି ଅଛି, ସେସବୁକୁ ମିଶାଇ ରହିଛି ଏକ ସନାତନ ଧର୍ମ; ଯାହାର ଲକ୍ଷ୍ୟ କେବଳ ଆଧ୍ଯାତ୍ମିକତା ଏବଂ ମନୁଷ୍ୟକୁ ତା’ର ସ୍ଵରୂପ ଚିହ୍ନାଇ ଦେବାର ପଥ ଓ ମାର୍ଗ। ବହୁ ଅବତାର, ମହାପୁରୁଷ, ଋଷି, ମୁନି, ସାଧୁ, ସନ୍ଥ, ସନ୍ୟାସୀ ଏହି ଭାରତ ବର୍ଷରେ ଜନ୍ମଗ୍ରହଣ କରି ସମଗ୍ର ମାନବଜାତିକୁ ଆଧ୍ଯାତ୍ମିକ ଜ୍ଞାନରେ ଋଦ୍ଧିମନ୍ତ କରିଛନ୍ତି। ଏହି ପୁସ୍ତକରେ ଏଭଳି ମହାନ ମାନବମାନଙ୍କର ଜୀବନୀ ଓ ଦର୍ଶନକୁ ପ୍ରକାଶ କରାଯାଇଛି
Mahapurushanka Jibani is an Odia biography book written by Atul Bikram Mohanty
Mahapurushanka Jibani
Original price was: ₹335.00.₹285.00Current price is: ₹285.00.
5 in stock
Extra Features
- Premium Quality
- Satisfaction Guarantee
- Nation Wide Shipping
- Returns & Refund Eligible
| Weight | 0.499 kg |
|---|---|
| Author Name | |
| ISBN-13 | 978-9385342257 |
| Publisher |
1 review for Mahapurushanka Jibani
Only logged in customers who have purchased this product may leave a review.











Nimai Mukherjee (verified owner) –