ମହାନାୟକ : ନେତାଜୀଙ୍କ ଉପରେ ଲିଖିତ ଅନ୍ୟ ପୁସ୍ତକଠାରୁ ‘ମହାନାୟକ’ର ସ୍ଵାତନ୍ତ୍ର୍ୟ ବେଶ୍ ସୁସ୍ପଷ୍ଟ। ଏଥିରେ ମରାଠୀ ସାହିତ୍ୟର ପ୍ରସିଦ୍ଧ ଔପନ୍ୟାସିକ ଏପରି ଚରିତ୍ରଟିଏ ସୃଷ୍ଟି କରିଛନ୍ତି ଯିଏ ଜଣେ ସାଧାରଣ ମଣିଷ ପରି ବିଫଳ ହୋଇଛି ଏବଂ ଶକ୍ତିଶାଳୀ ହୋଇଛି, ପୁଣି ଏକ ନବଜାଗରଣର ବାର୍ତ୍ତାବହ ହୋଇପାରିଛି। ହାନାୟକ ବୋଷଙ୍କ ଜୀବନର ସଂଘର୍ଷ ସମ୍ପର୍କିତ ଇଛ୍ଛାଶକ୍ତି, ଚରିତ୍ରଗତ ବୈଶିଷ୍ଟ୍ୟ ଓ କାର୍ଯ୍ୟାବଳୀକୁ ଉପନ୍ୟାସ ଶୈଳୀରେ ଲେଖାଯାଇଛି.
Mahanayaka
Original price was: ₹400.00.₹340.00Current price is: ₹340.00.
2 in stock
Extra Features
- Premium Quality
- Satisfaction Guarantee
- Nation Wide Shipping
- Returns & Refund Eligible
Weight | 0.7 kg |
---|---|
Author Name | |
ISBN-13 | 978-8188337422 |
Edition | 0 |
Publisher |
Only logged in customers who have purchased this product may leave a review.
Reviews
There are no reviews yet.