Bengali short story collection “Jeebanara Kete Ranga” by Manash Padhiary explores the diverse tapestry of life, delving into the intricacies of human emotions and experiences through poignant narratives.
‘ ଜୀବନର କେତେ ରଙ୍ଗ ‘ ପୁସ୍ତକଟି ଯୁଗଗାଳ୍ପିକ ମାନସ ପଢ଼ିଆରୀଙ୍କ ଏକ କ୍ଷୁଦ୍ରଗଳ୍ପ। ଜୀବନଟା ଗପର ସମାହାର। ଚା ‘ ଦୋକାନରେ ଚା ‘ ପିଇଲା ବେଳେ, ଟ୍ରେନରେ ଯାତ୍ରା କରିବାବେଳେ, ସାଙ୍ଗମାନଙ୍କ ସହିତ ଖଟି କଲାବେଳେ, ପ୍ରେମିକା ସହ ବୁଲିଲାବେଳେ କିମ୍ବା ପତ୍ନୀଙ୍କ ସହ ମର୍କେଟିଁ କଲାବେଳେ ଆମ ପାଖେପାଖେ ଗପମାନେ ବୁଲନ୍ତି। ସେମିତି କିଛି କଥାକୁ କାଗଜ କଲମରେ ବାନ୍ଧିବାକୁ ଚେଷ୍ଟା କରିଛି ଏଇ କ୍ଷୁଦ୍ର ଗଳ୍ପଗୁଡିକରେ।
Reviews
There are no reviews yet.