Jammu O Kashmir by Niranjan Behera
ଜାମ୍ମୁ ଓ କାଶ୍ମୀର : ଜାମ୍ମୁ ଓ କାଶ୍ମୀର ଏକ ଅସାଧାରଣ ରାଜ୍ୟ ଓ ଏହାର ଇତିହାସ ଯିଏ ଯେତେ ଲେଖିଲେ ବି ସ୍ଵୟଂସମ୍ପୂର୍ଣ୍ଣ ହେବନି। ଏହି ପୁସ୍ତକରେ ପ୍ରଚୁର ଐତିହାସିକ ତଥ୍ୟ ଦିଆଯାଇଥିଲେ ବି ଏହା ଏକ ପୂର୍ଣ୍ଣାଙ୍ଗ ଇତିହାସ ପୁସ୍ତକ ନୁହେଁ। କାଶ୍ମୀର ସେଇ ଭୂଖଣ୍ଡ, ଯିଏ ତାହାର କେବଳ ତ୍ରପଟ, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସ୍ନିଗ୍ଧ ଜଳବାୟୁ, କଳା ଓ କାରିଗରି କୌଶଳପାଇଁ ସାରା ବିଶ୍ୱରେ ଏକ ସ୍ଵତନ୍ତ୍ର ପରିଚୟ ରଖିପାରିଛି। ରାଜତରଙ୍ଗିଣୀଠାରୁ ଆରମ୍ଭ କରି ଶ୍ରୀବର, ବଳହଣ, ହାଗୁଲ, ଅସମଗ, ଅବଦୁଲ କାଦିର ଇତ୍ୟାଦି ଐତିହାସିକଙ୍କ ଲେଖାରୁ ଉପଲବ୍ଧି ତଥ୍ୟଗୁଡିକୁ ଏ ପୁସ୍ତକରେ ସନ୍ନିବେଶିତ କରାଯାଇଛି।
Jammu O Kashmir
Original price was: ₹450.00.₹383.00Current price is: ₹383.00.
2 in stock
Extra Features
- Premium Quality
- Satisfaction Guarantee
- Nation Wide Shipping
- Returns & Refund Eligible
Weight | 0.522 kg |
---|---|
Author Name | |
ISBN-13 | 978-9385342684 |
Edition | 0 |
Publisher |
Reviews
There are no reviews yet.