Darshanika Bislesana Eka Parichaya

(1 customer review)

Original price was: ₹495.00.Current price is: ₹421.00.

5 in stock

SKU: BK 0234794 Category:
Secure Payment Options
Extra Features
  • Premium Quality
  • Satisfaction Guarantee
  • Nation Wide Shipping
  • Returns & Refund Eligible

ଦାର୍ଶନିକ ବିଶ୍ଳେଷଣ ଏକ ପରିଚୟ : ଏହି ପୁସ୍ତକଟି ଜନ୍ ହସ୍ପର୍ସଙ୍କ ରଚିତ ‘‘An Introduction To Philosophical Analysis’’ ପୁସ୍ତକର ଛାୟାରେ ଲିଖିତ। ଦର୍ଶନ ଏକ ବୌଦ୍ଧିକ ଜିଜ୍ଞାସା ଏବଂ ଏହାର ଇତିହାସ ହେଉଛି ମାନବୀୟ ବୌଦ୍ଧିକ ଜିଜ୍ଞାସାର ଇତିହାସ ଓ ବେଶ୍ ପ୍ରାଚୀନ। ଏହି ପୁସ୍ତକଟି ଦର୍ଶନର ବିଷୟ, ପରିସର ଓ ଦାର୍ଶନିକ ସମସ୍ୟାର ସ୍ଵରୂପକୁ ବୁଝାଇବା ସହିତ ଦର୍ଶନର ବିଷୟବସ୍ତୁ ଭିତରେ କେଉଁସବୁ ପ୍ରସଙ୍ଗ ଆଲୋଚନାର ପରିସର ଭିତରକୁ ଆସିଥାଏ ଓ ଦର୍ଶନ କେଉଁ ପ୍ରକାରର ଜ୍ଞାନ ଦେବାକୁ ଉଦ୍ଦିଷ୍ଟ। ଏସବୁ ସମ୍ବନ୍ଧରେ ଏକ ସ୍ପଷ୍ଟ ଚିତ୍ର ସାହାଯ୍ୟ କରିବ। ଯେଉଁସବୁ ପ୍ରସଙ୍ଗ ହସ୍ପର୍ସଙ୍କ ପୁସ୍ତକରେ ରହିଛି, ତାହାର ଚର୍ଚ୍ଚା ଓ ଦାର୍ଶନିକ ସମସ୍ୟାକୁ ନେଇ ଯେଉଁ ଡାଇଲଗ୍ ସେ ଦେଇଛନ୍ତି, ତାହାକୁ ଏହି ଓଡ଼ିଆ ପୁସ୍ତକଟିରେ ସ୍ଥାନିତ କରାଯାଇଛି.

Weight 0.535 kg
Author Name

ISBN-13

978-8193621141

Edition

0

Publisher

1 review for Darshanika Bislesana Eka Parichaya

  1. Prashanta (verified owner)

Only logged in customers who have purchased this product may leave a review.