Agnira Dena

(2 customer reviews)

Original price was: ₹275.00.Current price is: ₹234.00.

5 in stock

SKU: BK 0208822 Category:
Secure Payment Options
Extra Features
  • Premium Quality
  • Satisfaction Guarantee
  • Nation Wide Shipping
  • Returns & Refund Eligible

ଅଗ୍ନିର ଡେଣା : ‘ଅଗ୍ନିର ଡେଣା’ ଏ.ପି.ଜେ. ଅବଦୁଲ କଲାମ ଏବଂ ଅରୁଣ ତିଓ୍ୱାରୀଙ୍କ ପ୍ରସିଦ୍ଧ ଇଂରାଜୀ ପୁସ୍ତକ ‘Wings of Fire ର ଓଡ଼ିଆ ଅନୁବାଦ। ଅବଦୁଲ୍ କଲାମ ଭାରତୀୟ ଜୀବନର ବହୁ ଭାରତୀୟମାନଙ୍କର ସର୍ବୌତମ ଦିଗଗୁଦିକ ବ୍ୟକ୍ତିଗତ ଭବେ ପ୍ରତିନିଧିତ୍ୱ କରନ୍ତି। ଏହି ପୁସ୍ତକ କେବଳ କଲାମଙ୍କ ଜୀବନର ବ୍ୟକ୍ତିଗତ ଜୟ ଓ ଅସୁବିଧାର କାହାଣୀ ନୁହେଁ, କିନ୍ତୁ ଆଧୁନିକ ଭାରତରେ ବିଜ୍ଞାନ ସଂସ୍ଥାମାନଙ୍କର ସଫଳତା ଓ ବିଫଳତାର କାହାଣୀ ଯାହା ପ୍ରଯୁକ୍ତିବିଦ୍ୟାକୁ ପୁରୋଭାଗରେ ସ୍ଥାପନ ପାଇଁ ଏହା ଏକ ସଂଘର୍ଷ। ଏହା ରାଷ୍ଟ୍ରୀୟ ଆଶାର କାହାଣୀ ଏବଂ ସହଯୋଗ, ଉଦ୍ୟମର କାହାଣୀ। ଜଣେ ସାଧାରଣ ନାଗରିକ ଯିଏ ଭାରତବର୍ଷର ଶ୍ରେଷ୍ଠ ସମ୍ମାନସ୍ପଦ ଟେକ୍ନୋକ୍ରାଟ୍ ଏବଂ ପରେ ରାଷ୍ଟ୍ରପତି ହୋଇଛନ୍ତି, ତାଙ୍କର ଏକାନ୍ତ ବ୍ୟକ୍ତିଗତ ତଥା ଗଭୀର ଉତ୍ସାହଜନକ କାହାଣୀ ଏହି ପୁସ୍ତକ.
Agnira Dena by Manoj kumar mahapatra is an inspiring Odia translation of the renowned autobiography “Wings of Fire.” This captivating narrative chronicles the extraordinary journey of a young boy from humble beginnings to becoming the President of India, inspiring readers to dream big and achieve greatness.

Weight 0.25 kg
Author Name

ISBN-13

978-9385342714

Edition

0

Publisher

2 reviews for Agnira Dena

  1. PRASHANTA S. (verified owner)

    Many many thanks to the Ak mishra publication & the translator who avail this book in odia language ❤️
    I was searching for this book for a very long time! 👌👍❤️

  2. Deepak (verified owner)

    Excellent service

Only logged in customers who have purchased this product may leave a review.