Surendra Kumar Moharana

ଓଡ଼ିଆ ସାହିତ୍ୟିକଙ୍କ ମଧ୍ଯରେ ସ୍ଵତବ ପରିଚୟ ସୃଷ୍ଟି କରିଥିବା ଡକ୍ଟର ସୁରେନ୍ଦ୍ର କୁମାର ମହାରଣା
ବିଂଶାଧିକ ଓଡ଼ିଆ ସମାଲୋଚନା ପୁସ୍ତକର ରଚୟିତା ଏବଂ ଓଡ଼ିଆ ସମାଲୋଚନା ସାହିତ୍ୟରେ ଏକ
ବହୁଚର୍ଚ୍ଚିତ ନାମ। ପ୍ରାଚୀନ, ମଧ୍ଯଯୁଗୀୟ ଓ ଆଧୁନିକ ଓଡ଼ିଆ ସାହିତ୍ୟ ତାଙ୍କ ଲେଖନୀରେ ପଲ୍ଲବିତ।
ତାଙ୍କ ଦ୍ୱାରା ରଚିତ ‘ଓଡ଼ିଆ ସାହିତ୍ୟର ଇତିହାସ’ର ରଚନା ପଦ୍ଧତି ଆଜିର ଓଡ଼ିଆ ସାହିତ୍ୟର ଇତିହାସ
ରଚନାର ପ୍ରଚଳିତ ରୀତି। ‘ଓଡ଼ିଆ ସାହିତ୍ୟରେ ଧର୍ମଧାରା’, ‘ସାରଳା ସାହିତ୍ୟ ପରିକ୍ରମା’, ‘ସାରଳା
ସାହିତ୍ୟ ସμର୍କରେ ପସଖା ଧର୍ମ ଓ ସାହିତ୍ୟ’, ‘ମାଦଳା ପାଞ୍ଜି : ଏକ ଦୃଷ୍ଟିପାତ’, ‘ଚର୍ଯ୍ୟାଗୀତି’,
‘ସାହିତ୍ୟର ଡାଳପତ୍ର’, ‘ଓଡ଼ିଆ ସାହିତ୍ୟର କ ଖ ଗ’, ‘ସମର ତରଙ୍ଗ’, ‘ଚତୁର ବିନୋଦ’,
‘ଓଡ଼ିଆ ପତ୍ର-ପତି୍ରକା ସାହିତ୍ୟ’, ‘ଓଡ଼ିଶାରେ ବୌଦ୍ଧ ସଂସ୍କୃତି’, ‘ଞବବ୍ଭଗ୍ଧକ୍ସସମ ଈଙ୍କୟୟଷସଗ୍ଦଜ୍ଞ’ ଇତ୍ୟାଦି
ପୁସ୍ତକଗୁଡ଼ିକ ରଚନା କରି ବହୁ ପ୍ରଶଂସିତ।

error: Content is protected !!