Pratibha Ray
Pratibha Ray, a renowned Indian academic and writer, has made significant contributions to Odia literature. She was awarded the Jnanpith Award in 2011 for her outstanding works, including “Yajnaseni,” “The Alien,” and “Dr. Mrutyunjaya.” Ray’s novels often explore social, cultural, and historical themes, providing valuable insights into the rich heritage of Odisha.
ଓଡ଼ିଆ ସାହିତ୍ୟର ପ୍ରାୟ ପ୍ରତି ବିଭାଗକୁ ଋଦ୍ଧିମନ୍ତ କରିଥିବା ଜ୍ଞାନପୀଠ ପୁରସ୍କାର ପ୍ରା ̄ ପ୍ରତିଭା ରାୟ
ଓଡ଼ିଆ କଥାସାହିତ୍ୟରେ ଅନ୍ୟତମ ବ୍ୟକ୍ତିତ୍ୱ। ଗଳ୍ପ ଓ ଉପନ୍ୟାସ ସୃଷ୍ଟି କରିବାରେ ତାଙ୍କରି ଲେଖନୀ
ସଦାଚଳ। ତାଙ୍କ ଗଳ୍ପଗୁଡ଼ିକ ଯୁଗୋପଯୋଗୀ ଓ ମାନବିକ ଭାବ ସ୍ପନ୍ଦନରେ ସମୃଦ୍ଧ। ତାଙ୍କର
ଏପର୍ଯ୍ୟନ୍ତ ‘ଐକତାନ’, ‘ହାତବାକ୍ସ’, ‘ଗଙ୍ଗଶିଉଳୀ’, ‘ଅସମା ̄’, ‘ସାମାନ୍ୟ କଥନ’, ‘ଅନାବନା’,
‘ଘାସ ଓ ଆକାଶ’, ‘ଚନ୍ଦ୍ରଭାଗା ଓ ଚନ୍ଦ୍ରକଳା’, ‘ଅବ୍ୟକ୍ତ’, ‘ଇତିବୃକ’, ‘ହରିତପତ୍ର’, ‘ପୃଥକ
ଈଶ୍ୱର’, ‘ଭଗବାଁର ଦେଶ’, ‘ମନୁଷ୍ୟର ସ୍ଵର’, ‘ମୋକ୍ଷ’, ‘ଉଲ୍ଲଂଘନ’, ‘ଝୋଟିପକା କାନ୍ଥ’
ଇତ୍ୟାଦି ଗଳ୍ପସଂକଳନମାନ ପ୍ରକାଶିତ। ତାଙ୍କର ଅନେକ ଗଳ୍ପ ହିନ୍ଦୀରେ ଅନୁବାଦିତ ହୋଇ ପ୍ରକାଶିତ।
‘ଉଲ୍ଲଂଘନ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ଏବଂ ସେ ସାହିତ୍ୟ ଭାରତୀ ସ୧ାନରେ
ମଧ୍ଯ ସ୧ାନିତ। ସେ ରଚନା କରିଥିବା ବହୁ ଉପନ୍ୟାସ ମଧ୍ଯରେ ‘ବର୍ଷା ବସନ୍ତ ବୈଶାଖ’, ‘ପରିଚୟ’,
‘ଅରଣ୍ୟ’, ‘ଉପନାୟିକା’, ‘ପୁଣ୍ୟତୋୟା’, ‘ଅପରିଚିତା’, ‘ଆଶାବରୀ’, ‘ମେଘମେଦୁର’,
‘ନୀଳତୃ୩⁄୪ା’, ‘ଶିଳାପଦ୍ମ’, ‘ଯାଜ୍ଞସେନୀ’, ‘ଦେହାତୀତ’, ‘ଉରମାର୍ଗ’, ‘ଆଦିଭୂମି’, ‘ମଗ୍ନମାଟି’।
‘ମହାମୋହ’, ‘ମହାରାଣୀ ପୁତ୍ର’, ‘ଅୟମାର ̧’ ଇତ୍ୟାଦି ପ୍ରଧାନ। ଆଦିମ ଅଧିବାସୀଙ୍କ ଜୀବନ ଓ
ସଂସ୍କୃତିରେ ଆଧାରିତ, ପୁରାଣ, ଇତିହାସ, କିଂବଦନ୍ତୀ, ବିଜ୍ଞାନ ଓ ସାμ୍ରତିକ ସମାଜରେ ବହୁବିଧ
ସମସ୍ୟାରେ ଛନ୍ଦିହୋଇ ପଡ଼ିଥିବା କଥାବସ୍ତୁ ସବୁ ଆହରଣ କରି ନିଜ ଲେଖନୀଦ୍ୱାରା କଳାତ୍ମକ ରୂପ
ପ୍ରଦାନ କରିବାରେ ସେ ଯଶସ୍ଵିନୀ। ସରଳ ଭାଷା ଓ ଚମତ୍କାର ପ୍ରକାଶଭଙ୍ଗୀ, କଥାବସ୍ତୁର ସବିନ୍ୟାସ,
ଚରିତ୍ରର ମନସ୍ତା୍ୱିକ ବିଶ୍ଳେଷଣ ଓ ବ୍ୟାପକ ଅନୁଭୂତିର ପର୍ଯ୍ୟବେକ୍ଷଣ ଦୃଷ୍ଟିରୁ ତାଙ୍କର ସୃଷ୍ଟିରାଜି
ସାର୍ଥକ ଓ ସଫଳ। ସ୧ାନଜନକ ର୍ମୂିଦେବୀ ପୁରସ୍କାର ପ୍ରା ̄ ସମକାଳୀନ ଓଡ଼ିଆ ସାହିତ୍ୟରେ
ଅପ୍ରତିଦ୍ୱନ୍ଦ୍ୱୀ ସ୍ଥାନ ଅଧିକାର କରି ସାରାଦେଶରେ ବହୁଚର୍ଚ୍ଚିତା ପ୍ରତିଭା ରାୟ।
-15% Chiradina Do Do Chinha
Original price was: ₹160.00.₹136.00Current price is: ₹136.00.-15% College Gapa
Original price was: ₹200.00.₹170.00Current price is: ₹170.00.-15% Dehatita
Original price was: ₹225.00.₹191.00Current price is: ₹191.00.SOLD OUT Duiti Dheu
Original price was: ₹200.00.₹170.00Current price is: ₹170.00.-15% Finland Ru Denmark
Original price was: ₹180.00.₹153.00Current price is: ₹153.00.-15% Gandhinka Gaon
Original price was: ₹250.00.₹213.00Current price is: ₹213.00.-15% Gangashiuli
Original price was: ₹175.00.₹149.00Current price is: ₹149.00.-15% Ghasa O Akash
Original price was: ₹200.00.₹170.00Current price is: ₹170.00.-15% Haritpatra
Original price was: ₹180.00.₹153.00Current price is: ₹153.00.-15% Hastakshyara Khatare Prema
Original price was: ₹300.00.₹255.00Current price is: ₹255.00.-15% Hatabaksa
Original price was: ₹200.00.₹170.00Current price is: ₹170.00.-15% Hrudayalagna
Original price was: ₹450.00.₹383.00Current price is: ₹383.00.-15% Itibruttak
Original price was: ₹180.00.₹153.00Current price is: ₹153.00.-15% Jhotipaka Kantha
Original price was: ₹400.00.₹340.00Current price is: ₹340.00.-15% Kathatia Kahu Kathani
Original price was: ₹180.00.₹153.00Current price is: ₹153.00.-15% Kaya
Original price was: ₹300.00.₹255.00Current price is: ₹255.00.