Odia Sahityara Itihas 10ed

(3 customer reviews)

Original price was: ₹750.00.Current price is: ₹638.00.

1 in stock

SKU: BK 0264964 Category:
Secure Payment Options
Extra Features
  • Premium Quality
  • Satisfaction Guarantee
  • Nation Wide Shipping
  • Returns & Refund Eligible

“Odia Sahityara Itihasa” by Dr.surendra kumar maharana is a comprehensive history of Odia literature, exploring its rich and diverse traditions from ancient times to the modern era. This 10th edition provides an updated and in-depth look at the evolution of Odia language and literature, showcasing the significant contributions of various authors and poets throughout the centuries.
ଓଡ଼ିଆ ସାହିତ୍ୟର ଇତିହାସ : ଓଡ଼ିଆ ସାହିତ୍ୟିକଙ୍କ ମଧ୍ଯରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଡକ୍ଟର ସୁରେନ୍ଦ୍ର କୁମାର ମହାରଣାଙ୍କ ଦ୍ୱାରା ପ୍ରସ୍ତୁତ ଏହି ସର୍ବ ଆଦୃତ ପୁସ୍ତକର ନୂତନ ସଂସ୍କରଣ,ଓଡ଼ିଆ ସାହିତ୍ୟର ଉନ୍ମେଷ କାଳଠାରୁ ଆରମ୍ଭକରି ଆଧୁନିକ ସମୟ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟର ବିକାଶଧାରା ଏହି ପୁସ୍ତକରେ ବିଶ୍ଳେଷିତ। ସମୁଦାୟ ଓଡ଼ିଆ ସାହିତ୍ୟର ଐତିହାସିକ ବିକାଶଧାରା ଦର୍ଶାଇବା ଏହାର ବିଶେଷତ୍ୱ। ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟିକଙ୍କୁ ବିଚାର ନିର୍ଦ୍ଦିଷ୍ଟ ସ୍ଥାନ ଦେବାରେ ଏହା ଏକମାତ୍ର ନିର୍ଭରଯୋଗ୍ୟ ସାହିତ୍ୟର ଇତିହାସ ଭାବରେ ସ୍ଵତନ୍ତ୍ର ସ୍ତିତି ଓ ପରିଚୟ ବହନ କରୁଛି। ଏହା ଓଡ଼ିଆ ସାହିତ୍ୟ ଇତିହାସର ଏକ ବିଜ୍ଞାନସମ୍ମତ ପୁନର୍ଲିଖନ ଏବଂ ଏକମାତ୍ର ନିର୍ଭରଯୋଗ୍ୟ ସାହିତ୍ୟର ଇତିହାସ ଭାବରେ ସ୍ଵତନ୍ତ୍ର ସ୍ତିତି ଅଧିକାରୀ

Weight1 kg
Author Name

Edition

10

Publisher

3 reviews for Odia Sahityara Itihas 10ed

  1. Namita Behera (verified owner)

  2. sucharita panigrahi (verified owner)

  3. Lipi Meher (verified owner)

Only logged in customers who have purchased this product may leave a review.

error: Content is protected !!