Mun Mrutyu Shikhauachhi by Smt. Nirupama Mishra
ମୁଁ ମୃତ୍ୟୁ ଶିଖାଉ ଅଛି : ଆଚାର୍ଯ୍ୟ ରଜନୀଶଙ୍କ ଧ୍ଯାନ , ମୃତ୍ୟୁ ଓ ସମାଧି ଉପରେ ଦିଆଯାଇଥିବା ପନ୍ଦରଟି ପ୍ରବଚନର ସଂକଳନ ଏହି ପୁସ୍ତକ। ଏଥିରେ ଧ୍ଯାନ, ମୃତ୍ୟୁ ଓ ସମାଧିର ଗଭୀର ଓ ପରାବୈଜ୍ଞାନିକ ବିଷୟ ଉପରେ ଅତ୍ୟନ୍ତ ସୂକ୍ଷ୍ମ, ଗଭୀର ଓ ବିସ୍ତାରିତ ଭାବରେ ଆଲୋକପାତ କରାଯାଇଅଛି। ଏହି ବିଷୟ ସହିତ ସମ୍ବନ୍ଧିତ ଅନେକ ମହତ୍ତ୍ୱପୁର୍ଣ ବିଷୟ ଆସିଯାଇଛି। ଯେପରି ଜାତିସ୍ମରଣ, ଗର୍ଭାଧାନ-ବିଜ୍ଞାନ, ନିଦ୍ରା, ଆଖି-ସମ୍ମୋହନ, ଆତ୍ମହତ୍ୟା, ସଜାଗ-ମୃତ୍ୟୁର ପ୍ରୟୋଗ, ସୂକ୍ଷ୍ମଶରୀର, ପରକାୟା ପ୍ରବେଶ, ତନ୍ତ୍ର ସାଧନା, ଆଧ୍ଯାତ୍ମିକ ଦାମ୍ପତ୍ୟ ଜୀବନ, ମୂର୍ଛ୍ଛା, ଏକାଗ୍ରତା, ଧ୍ଯାନ, ଜାଗରଣ, ସାକ୍ଷୀ, ସମାଧି, ଭୂତ ପ୍ରେତ, ଦେବୀ-ଚେତନା ଇତ୍ୟାଦି।
Mun Mrutyu Shikhauachhi
Original price was: ₹495.00.₹421.00Current price is: ₹421.00.
2 in stock
Extra Features
- Premium Quality
- Satisfaction Guarantee
- Nation Wide Shipping
- Returns & Refund Eligible
Weight | 0.5 kg |
---|---|
Author Name | |
ISBN-13 | 978-9385342790 |
Edition | 0 |
Publisher |
Only logged in customers who have purchased this product may leave a review.
Reviews
There are no reviews yet.